ମିଛରେ ମାରି ଦେଲେ ୬୦! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 16, 2023

ମିଛରେ ମାରି ଦେଲେ ୬୦!

ରାଜ୍ୟର ବିଭିନ୍ନ ଅଂଚଳରେ ଗତ ୧୦ ବର୍ଷରେ ପୋଲିସ୍ ଏନକାଉଣ୍ଟରରେ ୯୫ ଲୋକଙ୍କ ମୃତ୍ୟୁ ଘଟିଛି। ଆଉ ଏଥିରୁ ୬୦ଟି ଏନକାଉଣ୍ଟର ଫେକ୍ ଥିବାର ଅଭିଯୋଗ ଜାତୀୟ ମାନବାଧିକାର କମିଶନ ନିକଟରେ ଅଭିଯୋଗ ହୋଇଛି। ସୂଚନା ଅଧିକାର ଆଇନରେ ଜାତୀୟ ମାନବାଧିକାର କମିଶନ ବା ଏନଏଚଆରସିଙ୍କ ନିକଟରୁ ମିଳିଥିବା ତଥ୍ୟକୁ ଦେଖିଲେ, ଗତ ୧୦ ବର୍ଷରେ ଦେଶରେ ଉତ୍ତରପ୍ରଦେଶରୁ ସର୍ବାଧିକ ୨୩୧ଟି ଫେକ୍ ପୋଲିସ୍ ଏନକାଉଣ୍ଟର ଅଭିଯୋଗ ଆସିଛି। ଆସାମରୁ ୬୮ଟି ଫେକ୍ ଏନକାଉଣ୍ଟର ଅଭିଯୋଗ ପଂଜୀକୃତ ହୋଇଥିବା ବେଳେ ଓଡ଼ିଶାରୁ ତୃତୀୟ ସର୍ବାଧିକ ୬୦ଟି ଫେକ୍ ଏନକାଉଣ୍ଟର ଅଭିଯୋଗ ପଂଜୀକୃତ ହୋଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/7VntiQF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages