୨୮ ମାର୍ଚ୍ଚ, ମଙ୍ଗଳବାର: ବିଚଳିତ ନ ହୋଇ କାର୍ଯ୍ୟ କଲେ ଶୁଭଫଳ ପାଇବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 27, 2023

୨୮ ମାର୍ଚ୍ଚ, ମଙ୍ଗଳବାର: ବିଚଳିତ ନ ହୋଇ କାର୍ଯ୍ୟ କଲେ ଶୁଭଫଳ ପାଇବେ

ମେଷ: ବ୍ୟବସାୟରେ ଆୟ ଭଲ ହେବ। ନୂତନ କାର୍ଯ୍ୟଭାର ହାତକୁ ନେବେ। ପାରିବାରେ ଶାନ୍ତି ବଜାୟ ରହିବ।

ବୃଷ: ସାମାନ୍ୟ ସମସ୍ୟା ଦେଖାଦେଇପାରେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆଜି ଧଳା ରଙ୍ଗର ବ୍ୟବହାର କରନ୍ତୁ, ଶୁଭ ଫଳ ମିଳିବ।

ମିଥୁନ: ଅତ୍ୟଧିକ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ। ବିଚଳିତ ନ ହୋଇ କାର୍ଯ୍ୟ କଲେ ଶୁଭଫଳ ପାଇବେ।

କର୍କଟ: କାର୍ଯ୍ୟ କ୍ଷେତ୍ରରେ ଅଶାନ୍ତି ଦେଖାଦେବ। କ୍ରୋଧ କରି ଅସୁବିଧାରେ ପଡ଼ିପାରନ୍ତି। ଶାରୀରିକ ଅସୁସ୍ଥତା ଦେଖାଦେଇପାରେ, ସତର୍କ ରହିବେ।

ସିଂହ: ଅକସ୍ମାତ ଧନ ଲାଭ ହେବ। କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିପାରନ୍ତି। ପରିବାରରେ ଶାନ୍ତି ବଜାୟ ରହିବ।

କନ୍ୟା: ଆୟ ଭଲ ହେବ। ଭୂମି, ଭବନ, ବାହାନ ଆଦି କ୍ରୟ କରିବାକୁ ମନ କରିବେ। ପାରିବାରିକ ଅଶାନ୍ତି ଯୋଗୁ ମନ ବିଚଳିତ ରହିବ।

ତୁଳା: ସାମାଜିକ ପଦ ପ୍ରତିଷ୍ଠା ଲାଭ କରିବେ। ଧନ ଲାଭ ହେବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି।

ବିଛା: ବ୍ୟବସାୟରେ ବ୍ୟୟ ବଢ଼ିବ। ଆଜି କୌଣସି କାର୍ଯ୍ୟ ସହଜରେ ହେବ ନାହିଁ। ବାଧାବିଘ୍ନର ସମ୍ମୁଖୀନ ହେବେ।

ଧନୁ: ଆୟର ନୂତନ ପନ୍ଥା ମିଳିବ। ପୂର୍ବରୁ ଚାଲିଥିବା ବିବାଦର ଅବସାନ ଘଟିବ। ସୁଖଶାନ୍ତି ବୃଦ୍ଧି ପାଇବ।

ମକର: କର୍ମକ୍ଷେତ୍ରକୁ ନେଇ ମନ ଅସନ୍ତୋଷ ରହିବ। ଅଯଥା ବିବାଦରୁ ଦୂରେଇ ରୁହନ୍ତୁ। ଆଜି ଆପଣଙ୍କର ଘାତବାର ଯୋଗୁ ଯାନବାହାନ ଚଳାଚଳ କଲାବେଳେ ସତର୍କ ରୁହନ୍ତୁ।

କୁମ୍ଭ: କର୍ମକ୍ଷେତ୍ରରେ ସମ୍ମାନିତ ହେବେ। ବନ୍ଧୁବାନ୍ଧବଙ୍କର ସାହାଯ୍ୟ ସହଯୋଗ ପାଇବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ମୀନ: ନାନାପ୍ରକାର ମାନସିକ ଦୁଶ୍ଚିନ୍ତା ଦେଇ ଗତି କରିବେ। ସହଯୋଗୀଙ୍କ ଅସହଯୋଗ ମନୋଭାବ ଯୋଗୁ କ୍ରୋଧିତ ହେବେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/QTX1wao

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages