କେନ୍ଦୁଝର: ହାତୀଙ୍କ ଉପରେ କଡ଼ା ନଜର ରଖୁଛି ଥର୍ମାଲ ଡ୍ରୋନ। ରାତି ସମୟରେ ହାତୀଙ୍କ ଗତିବିଧି ଜାଣିବା ପାଇଁ ଏହି ଥର୍ମାଲ ଡ୍ରୋନ ବ୍ୟବହାର କରାଯାଇଛି। ଏହି ଡ୍ରୋନ ବ୍ୟବହାର ଦ୍ୱାରା ରାତିର ଅନ୍ଧକାରରେ ଘଞ୍ଚ ଜଙ୍ଗଲରେ ହାତୀଙ୍କ ପ୍ରକୃତ ଗତିବିଧି ଜାଣି ହେବ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/1V84aNw
No comments:
Post a Comment