ରାଜକୋଷ ପାଣ୍ଠିରେ ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ରାଜ୍ୟର ମନ୍ତ୍ରୀମାନେ ନିଜର ବିମାନରେ ବୁଲିବା ସଉକକୁ ପୂରା କରିଛନ୍ତି। ସରକାରୀ କାର୍ଯ୍ୟ ଆଳରେ ମନଇଚ୍ଛା ବିମାନ ଭଡ଼ାରେ ନେଇଛନ୍ତି ଓ ସେଥିପାଇଁ ରାଜ୍ୟ ଅର୍ଥକୋଷରୁ ଉଡ଼ାଇଛନ୍ତି କୋଟିକୋଟି ଟଙ୍କା। ଦେଖନ୍ତୁ ସ୍ପେଶାଲ ରିପୋର୍ଟ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/vpugNil
No comments:
Post a Comment