ଏପଟେ ରୋଗଗ୍ରସ୍ତ ସ୍ୱାମୀ ହସ୍ପିଟାଲର ବେଡ଼ରେ ପଡ଼ି ମୃତ୍ୟୁ ସହ ଲଢେଇ କରୁଛନ୍ତି। ଅନ୍ୟପଟେ ପ୍ରେମିକ ସାଙ୍ଗରେ ଖୁସି ମନାଉଛି ସ୍ତ୍ରୀ। ଆଉ କିଛି ଘଣ୍ଟା ପରେ ସ୍ୱାମୀଙ୍କର ଅସ୍ତ୍ରୋପଚାର ହୋଇଥାନ୍ତା। ଏଭଳି ସମୟରେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଦେବାଦେବୀଙ୍କୁ ଡାକିବା ବଦଳରେ ପତ୍ନୀ ଅନ୍ୟ ଜଣେ ପୁରୁଷକୁ ବିବାହ କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/sZFwinV
No comments:
Post a Comment