ଆଜିଠୁ ମାଟ୍ରିକ ପରୀକ୍ଷା। ଆଜି ମାତୃଭାଷାରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ। କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା। ଭୁବନେଶ୍ୱର ସୟଦ ମମତାଜ ଅଲ୍ଲୀ ହାଇସ୍କୁଲରେ ପହଞ୍ଚି ପରୀକ୍ଷା ହଲ୍ ପରିଦର୍ଶନ କରୁଛନ୍ତି ମନ୍ତ୍ରୀ ସମୀର ଦାଶ। ୩୨୧୮ କେନ୍ଦ୍ରରେ ପରୀକ୍ଷା ଦେବେ ୫,୪୧,୨୪୭ ପରୀକ୍ଷାର୍ଥୀ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/gMq1bcz
No comments:
Post a Comment