୭୦ ହଜାର ଛୁଇଁବ ସୁନା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 20, 2023

୭୦ ହଜାର ଛୁଇଁବ ସୁନା!

ବିଶ୍ୱ ବଜ।ରରେ ବ୍ୟ।ଙ୍କିଙ୍ଗ୍ ସଙ୍କଟକୁ ଦ।ୟୀ କରିଛନ୍ତି ବିଶେଷଜ୍ଞ। ଆମେରିକ। ଓ ୟୁରୋପରେ ବ୍ୟ।ଙ୍କିଙ୍ଗ୍ ସଙ୍କଟ ଯୋଗୁ ବ୍ୟ।ଙ୍କ ଷ୍ଟକ୍ ଉପରୁ ଭରସ। ତୁଟ।ଇ ସୁନ।ରେ ପୁଞ୍ଜିନିବେଶ କରୁଛନ୍ତି ଲୋକେ। ତେଣୁ ବଢ଼ିଚ।ଲିଛି ସୁନ। ଦର। ବିଶ୍ଁ ବଜ।ରରେ ବ୍ୟ।ଙ୍କିଙ୍ଗ୍ କ୍ର।ଇସିରେ ସୁଧ।ର ନ ଆସିବା ଯ।ଏଁ ସୁନ। ଦର ଏମିତି ବଢ଼ିଚ।ଲିବ। ଏପଟେ ସୁନ। ବ୍ୟବସ।ୟୀ ଆଶଙ୍କ। କଲେଣି ସୁନ। ଦର ଯେଉଁଭଳି ବଢ଼ିଚ।ଲିଛି ଖୁବଶୀଘ୍ର ଏହ। ୭୦ ହଜ।ର ଛୁଇଁପ।ରେ। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/DEbIxBF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages