ବିଧାୟକ ବନାମ ଜିଲ୍ଲା ସଭାପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 18, 2023

ବିଧାୟକ ବନାମ ଜିଲ୍ଲା ସଭାପତି

ଦିନକୁ ଦିନ ବଢିବାରେ ଲାଗିଛି ବିଜେଡି କନ୍ଦଳ। ବିଶେଷକରି ବାଲେଶ୍ୱର ଜିଳ୍ଲାରେ ଏହା ଅଧିକ ଉଗ୍ର ହେଉଛି। ବିଜୁ ତିରୋଧାନ ଅବସରରେ ଜିଲ୍ଲା ସଦର ମହକୁମାରେ ପୂର୍ବତନ ସାସଂଦ ତଥା ଜିଲ୍ଲା ସଭାପତିଙ୍କ ଗୋଷ୍ଠି ନୁନିଆ ଯୋଡ଼ିରେ ତିଳତର୍ପଣ କରିଥିବା ବେଳେ ବିଧାୟକଙ୍କ ଗୋଷ୍ଠି ବୁଢାବଳଙ୍ଗ ନଦୀର ବାଲିଘାଟଠାରେ ନାମସଂକୀର୍ତ୍ତନ ସହ ତିଳତର୍ପଣ କରିଥିଲେ ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/WCjbpug

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages