ଏ ହେଉଛି ୫ଟି ପ୍ରମୁଖ ଆଞ୍ଚଳିକ ଦଳ ଯେଉଁମାନେ ୨୦ ହଜାର ଟଙ୍କା ଉପରକୁ କେତେ ଟଙ୍କା ଚାନ୍ଦା ପାଇଛନ୍ତି ତାହା ନିର୍ବାଚନ କମିଶନଙ୍କ ନିକଟରେ ଦର୍ଶାଇଛନ୍ତି। ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ- ଏଡିଆର ଏ ନେଇ ରିପୋର୍ଟ ଜାରି କରିଛି। ଏଥିରେ ୨୦୨୧-୨୨ରେ ଟିଆରଏସ୍ ୪୦.୯୦ କୋଟି, ଆପ୍ ୩୮.୨୪ କୋଟି, ଜେଡିୟୁ ୩୩.୨୫ କୋଟି ଭଳି ଚାନ୍ଦା ପାଇଥିବା ବେଳେ ଦେଶର ଦ୍ୱିତୀୟ ଧନୀ ଦଳ ବିଜୁ ଜନତା ଦଳ ବା ବିଜେଡି ପାଇଥିବା ଚାନ୍ଦାରେ ୧୬ କୋଟି ଟଙ୍କା କାହାର କିଛି ଜଣାପଡ଼ୁନି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/yqAMdoz
No comments:
Post a Comment