୭୫ ବର୍ଷ ପୁରିଛି, ସମସ୍ୟା ସୁଧୁରୁନି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 13, 2023

୭୫ ବର୍ଷ ପୁରିଛି, ସମସ୍ୟା ସୁଧୁରୁନି କି ?

 

 

 

ରାଜଧାନୀ ଭୁବନେଶ୍ବରକୁ ୭୫ ବର୍ଷ ପୁରିଛି। ଧୀରେ ଧୀରେ ରାଜଧାନୀରେ କାୟା ବଢିଛି, ସହର ସ୍ମାର୍ଟ ହୋଇଛି। କିନ୍ତୁ ତା ସହ ସମାନ୍ତରାଳ ଭାବେ ସମସ୍ୟା ବି ବଢି ଯାଇଛି। ଭୁବନେଶ୍ବର ହାର୍ଟ କୁହାଯାଉଥିବା ଇସ୍କନ ମନ୍ଦିର ସମ୍ମୁଖ । ଦୀର୍ଘ ବର୍ଷ ହେଲା ଏଠାରେ ବର୍ଷା ପାଣି ନିଷ୍କାସନ ସମସ୍ୟା ରହିଛି। ପ୍ରତି ବର୍ଷାରେ ପାଣି ଲହଡି ଭାଙ୍ଗିବା ଥୟ। କାହିଁ କେତେ କଣ ମିଟିଂ ହୋଇଛି । ଖବର ପ୍ରସାରଣ ହୋଇଛି । କିନ୍ତୁ ସମସ୍ୟାର ସମାଧାନ ହୋଇ ପାରୁନାହିଁ। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/l3QnAiO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages