କାମ ଦେଲା କି କଂଗ୍ରେସର ୫ ପ୍ରତିଶ୍ରୁତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 14, 2023

କାମ ଦେଲା କି କଂଗ୍ରେସର ୫ ପ୍ରତିଶ୍ରୁତି?

ନିର୍ବାଚନ ପୂର୍ବରୁ କଂଗ୍ରେସର ୫ ପ୍ରତିଶ୍ରୁତି କଂଗ୍ରେସକୁ ସଫଳତା ଦେବା ନେଇ ଚର୍ଚ୍ଚା।  ୪୦% କମିଶନ ଅଭିଯୋଗ ସହ ୫ ପ୍ରତିଶ୍ରୁତି କଂଗ୍ରେସକୁ କ୍ଷମତାକୁ ଆଣିଥିବା ଚର୍ଚ୍ଚା। ଗତ ୩୮ ବର୍ଷ ଧରି କର୍ଣ୍ଣାଟକ ଲୋକେ ପ୍ରତି ୫ ବର୍ଷରେ ସରକାର ବଦଳାଇଛନ୍ତି। ହେଲେ ଗତ ୪ଟି ଲୋକସଭା ନିର୍ବାଚନ ବେଳେ ବିଜେପି ଉପରେ ଭରସା କରିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/VWwPDXL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages