ଭର୍ଚୁଆଲ ମୋଡରେ ଶେରଗଡ଼-ପୁରୀ ରୁଟ୍ ମଧ୍ୟରେ ସାଧାରଣଯାତ୍ରୀଙ୍କ ଗମନାଗମନ ପାଇଁ ନୂତନ ବସ୍ ସେବାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ରୋଚକ କଥା ହେଉଛି, ଏହି ଲୋକାର୍ପଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମୋଡରେ ଉପସ୍ଥିତ ଥିବାବେଳେ 5T ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନଙ୍କୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରିଛନ୍ତି ବିଜେଡି ସାଂସଦ ପ୍ରମିଳା ବିଶୋୟୀ। ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଗଂଜାମ ଜିଲ୍ଲାରେ ଲାଗିରହିଛି ଜୋରଦାର ଚର୍ଚ୍ଚା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/RYtuqB3
No comments:
Post a Comment