ଦେଖିବାକୁ ଅଜବ ଲାଗୁଥାଇ ପାରେ ହେଲେ ଦୃଶ୍ୟଟି ସତ। ଖୋଲା ରାସ୍ତାରେ ଷଣ୍ଢ ଉପରେ ବସି ମାଡ଼ି ଯାଉଛି ଏହି ଉନ୍ମତ୍ତ ଯୁବକ। ଓଁ ନମଃ ଶିବାୟ, ଜୟ ଭୋଲେନାଥର ନାରା ଦେଇ ଦୁଃସାହସିକ ଷଣ୍ଡ ରାଉଡ୍ କରୁଛି ଯୁବକ ଜଣଙ୍କ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ElvJDbO
No comments:
Post a Comment