ରାଜ୍ୟସଭା ବିଜେଡ଼ି ସାଂସଦ ନିରଞ୍ଜନ ବିଶିଙ୍କ କାର୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା। ଦୁର୍ଘଟଣା ସ୍ଥଳରେ ନିରଞ୍ଜନ ବିଶି ଗାଡି ଭିତରେ ନଥିଲେ ବୋଲି କହୁଥିବାବେଳେ ସେ ଦୁର୍ଘଟଣା ସ୍ଥଳରୁ ପଳାଇ ଯାଉଥିବାର ସିସିଟିଭି ଫୁଟେଜ ତାଙ୍କ ମିଛ ଧରା ପକାଇଛି । ଏପରିକି ଦୁର୍ଘଟଣା ପରେ ସାଂସଦ ନିରଞ୍ଜନ ବିଶିଙ୍କୁ ବାଇକରେ ଘରେ ନେଇ ଛାଡିଥିବା ବ୍ୟକ୍ତି ଜଣଙ୍କ ଏନେଇ ସୂଚନା ଦେଇଛନ୍ତି। ସତ ଜଣାପଡ଼ିବା ପରେ ପ୍ରତିକ୍ରିୟା ଦେବାକୁ ମୁହଁ ମୋଡୁଛନ୍ତି ସାଂସଦ। ଏହି ଘଟଣା ନେଇ ଗିରଫ ଦାବୀ କଲେ ବିରୋଧି, ଲୋକଙ୍କ ମଧ୍ୟରେ ଅସନ୍ତୋଷ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/XRWIv8K
No comments:
Post a Comment