ସରକର କମର ଡରଇଭର ଭବ କମ କରଥଲ ନବଳକ ଚଲଗଲ ଜବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 16, 2023

ସରକର କମର ଡରଇଭର ଭବ କମ କରଥଲ ନବଳକ ଚଲଗଲ ଜବନ

ଟ୍ରାକ୍ଟର ଓଲଟି ନାବାଳକ ଡ୍ରାଇଭରର ମୃତ୍ୟୁ ଘଟଛି। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ବାଦୀବାହାଲ ପଞ୍ଚାୟତ ଅଗଲାପାଳି ଗାଁରେ। ମୃତ ନାବାଳକ ଜଣଙ୍କ ହେଲେ ମନୁ ଦାଶ।

ଅଗଲାପାଳି ଗାଁରେ ବସୁଧା ଯୋଜନାରେ କାମ ଚାଲିଛି। ଏହି ସରକାରୀ କାମରେ ବାଦୀବାହାଲ ପଞ୍ଚାୟତର ସରପଞ୍ଚ ପ୍ରସନ୍ନ ତ୍ରିପାଠୀଙ୍କ ଟ୍ରାକ୍ଟର ଲାଗିଛି। ହେଲେ ଟ୍ରାକ୍ଟରଟିକୁ ମନୁ ନାମକ ଜଣେ ନାବାଳକ ଚଲାଉଥିଲେ। ଆଜି ସକାଳେ କାମ ଚାଲୁଥିବା ସମୟରେ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ନାବାଳକର ମନୁର ମୃତ୍ୟୁ ଘଟିଥିଲା।

ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ନାବାଳକଟି ବାପ ଛେଉଣ୍ଡ ବୋଲି ଜଣାଯାଇଛି। ନାବାଳକଙ୍କୁ କାମରେ ଲଗାଇବା ଦଣ୍ଡନୀୟ ଅପରାଧ। ହେଲେ ଜଣେ ଜନପ୍ରତିନିଧି ହୋଇ କିପରି ଏପରି କାମ କରୁଥିଲେ ସାଧାରଣାରେ ତାହା ଚର୍ଚ୍ଚା ହେଉଛି।

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/jOQFGn9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages