ବାଲେଶ୍ୱର ବାହାନାଗା ଭୟାବହ ଟ୍ରେନ ଦୁର୍ଘଟଣାର ୪ ଦିନ ବିତିଗଲାଣି ଏବେବି କ୍ଷତିଗ୍ରସ୍ତଙ୍କ ଶୁଖୁନି ଲୁହ। କିଏ ନିଜ ପୁଅକୁ ହରାଇଛି ତ କିଏ ନିଜ ସ୍ୱାମୀକୁ ହରାଇଛି। ବାହାନଗାର ରକ୍ତ ଜୁଡୁବୁଡୁ ମାଟି ଏବେବି ବାହୁନି ବାହୁନି କାନ୍ଦୁଛ। ଏହି ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଏବେବି ୧୦୧ଜଣ ଯାତ୍ରୀଙ୍କ ପରିଚୟ ମିଳିପାରିନି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/bGfQzn4
No comments:
Post a Comment