ଜର ଦବ ଜର ନବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 15, 2023

ଜର ଦବ ଜର ନବ!

ବିରୋଧୀ ବୈଠକୁ ନେଇ ତୀର୍ଯ୍ୟକ କଲେ ଗୁଲାମନବୀ। କହିଲେ ଯାହାର କିଛି ନାହିଁ ସେମାନେ କ’ଣ କାହାକୁ ଦେବେ? କଂଗ୍ରେସ କହିଲା ବିରୋଧୀ ଏକତା ଜରୁରୀ। ବିଜେପି କହିଲା ବିରୋଧୀଙ୍କ ଉପରେ ପ୍ରଧାନମନ୍ତ୍ରୀ ପଡ଼ିବେ ଭାରୀ। ଜୁନ୍ ୨୩ରେ ହେବ ବୈଠକ। ଏବେଠୁ ଆରମ୍ଭ ହେଲାଣି ରାଜନୈତିକ ନାଟକ। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/OCPNoa4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages