ସରିଛି 5T ସଚିବଙ୍କ ଜିଲ୍ଲା ଗସ୍ତ। ଅଭିଯୋଗ ସାଙ୍ଗକୁ ଶୁଣାଣି ସରକାରଙ୍କୁ କେତେ ଫାଇଦା ଦେବ। ବିଜେଡି ଏହାକୁ ଆଧାର କରି ନିର୍ବାଚନ ବୈତରଣୀ ପାର ହୋଇପାରିବ ତ ? ଗସ୍ତ ପରେ ବିଜେଡ଼ିରେ କୁହୁଳିଛି ଅସନ୍ତୋଷ ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/vxQt0cI
No comments:
Post a Comment