ଭି. କେ. ପାଣ୍ଡିଆନ ସୋମବାର ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ଆଉ ମଙ୍ଗଳବାର ଦିନ ତାଙ୍କୁ ରାଜ୍ୟ ସରକାର 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଧ ଭାବେ ବିଜ୍ଞପ୍ତି ଜାରି ହୋଇଛି। ଖୁବଶୀଘ୍ର ସେ ଶାସକ ବିଜୁ ଜନତା ଦଳର ସଭ୍ୟ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ କିଏ ଏହି ଭି. କେ. ପାଣ୍ଡିଆନ, ଯାହାଙ୍କୁ ନେଇ ସାଧାରଣରେ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/CEbdo3J
No comments:
Post a Comment