ସ୍ପା’ରେ ଚାଲିଥିଲା ସେକ୍ସ କାରବାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ସ୍ପା’ରେ ଚାଲିଥିଲା ସେକ୍ସ କାରବାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ମାର୍ଟ ହେଉଛି ରାଜଧାନୀ ଭୁବନେଶ୍ୱର। ସ୍ପା ନାଁରେ ଚାଲୁଛି ଦେହ ବେପାର। ଆଜି ଏମିତି ଏକ ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ୍‌ ପୁଲିସ। ଖାରବେଳ ଅଞ୍ଚଳର ଏକ ସ୍ପାରେ ଦେହ ବେପାର ଚାଲିଥିବା ବେଳେ ପୁଲିସ ଜାଣିପାରି ଚଢ଼ାଉ କରି ୩ ଦେହଜୀବୀଙ୍କୁ ଉଦ୍ଧାର କରିବା ସହିତ ୫ ଜଣ ଗ୍ରାହକଙ୍କୁ ଗିରଫ କରିଛି। ସେମାନେ ହେଲେ ବିଜୟ କୁମାର ଠାକୁର (୩୧), ସୁମିତ୍ କୁମାର ପ୍ରଧାନ (୨୯), ଜଗବନ୍ଧୁ ନାୟକ (୨୪), ଗୌତମ ଗୋଚ୍ଛାୟତ(୨୦) ଓ ସନ୍ଦୀପ ଏକ୍କା(୨୪)। ଏହାଛଡ଼ା ସ୍ପାରୁ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଛି। ମାତ୍ର କେତେଦିନ ଧରି ଏଠାରେ ସେକ୍ସ କାରବାର ଚାଲିଥିଲା ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

କୁଇକ୍ ଆକ୍‌ସନ୍‌ ଟିମ୍‌ ଓ ଖାରବେଳ ନଗର ଥାନା ପୁଲିସର ମିଳିତ ଉଦ୍ୟମରେ ଏହି ଚଢ଼ାଉ କରାଯାଇଥିଲା।



from OdishaReporter https://ift.tt/2JW9VBB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages