ଦୁଇ ନକଲି ପରୀକ୍ଷାର୍ଥୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ଦୁଇ ନକଲି ପରୀକ୍ଷାର୍ଥୀ ଗିରଫ

balaswar

ବାଲେଶ୍ୱର (ରଣଜିତ ପାକଳ): ବାଲେଶ୍ୱର ସରକାରୀ ଆଇଟିଆଇ ସେଣ୍ଟର୍‌ରେ ଓଜେଇଇ ଦ୍ୱିତୀୟ ସ୍ତର ଏଣ୍ଟ୍ରାନ୍ସ ଦେଉଥିବା ବେଳେ ଦୁଇ ଜଣ ନକଲି ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। ଏଠାରେ ୪୫୩ ଜଣ ଏହି ଏଣ୍ଟ୍ରାନ୍ସ ପରୀକ୍ଷାଦେଉଥିଲେ। ଏହି ସମୟରେ ଦୁଇ ଜଣଙ୍କ ଦସ୍ତଖତ ମେଳ ନଖାଇବାରୁ ପରୀକ୍ଷା ହଲ୍‌ର ପର୍ଯ୍ୟବେକ୍ଷକଙ୍କ ସନ୍ଦେହ ହୋଇଥିଲା। ପଚରାଉଚରା ପରେ ସେମାନ ଅନ୍ୟ ପିଲାଙ୍କ ପାଇଁ ପରୀକ୍ଷା ଦେଉଥିବା ସ୍ୱୀକାର କରିଥିଲେ। ଧରାପଡ଼ିଥିବା ଦୁଇ ପିଲାଙ୍କ ମଧ୍ୟରୁ ଜଣେ ବିହାରର ହୋଇଥିବା ବେଳେ ଅନ୍ୟ ଜଣେ ବାଲେଶ୍ୱର ଜିଲ୍ଲା ଶେରଗଡ଼ ଅଞ୍ଚଳର। ପୋଲିସ ପହଞ୍ଚି ଦୁଇଜଣକୁ ଥାନାକୁ ନେଇଛି।



from OdishaReporter https://ift.tt/2LbeXQa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages