ପୁଣି ଅନଶନକୁ ଓହ୍ଲାଇବେ ଆନ୍ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ପୁଣି ଅନଶନକୁ ଓହ୍ଲାଇବେ ଆନ୍ନା

ନୂଆଦିଲ୍ଲୀ: ଲୋକପାଳ ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ର ସରକାର ବିଳମ୍ବ କରୁଥିବାରୁ ଏହା ବିରୋଧରେ ସମାଜେସବୀ ଆନ୍ନା ହାଜାରେ ପୁଣି ଅନଶନକୁ ଓହ୍ଲାଇବେ।

ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ସେ ନିଜ ଗାଁ ମହାରାଷ୍ଟ୍ରର ରାଲେଗାଁସିଦ୍ଧିରୁ ଅନଶନ ଆରମ୍ଭ କରିବେ ବୋଲି କହିଛନ୍ତି।

ଆନ୍ନା କହିଛନ୍ତି, ୨୦୧୪ ଲୋକପାଲ ବିଲ୍‌ରେ ସଂଶୋଧନ ଆଣି ଲୋକପାଳ ନିଯୁକ୍ତ କରିବାକୁ ମୋଦି ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏବେ ଲାଗୁଛି, ଦୁର୍ନୀତିମୁକ୍ତ ଶାସନ ଓ ସମାଜ ଲାଗି କେନ୍ଦ୍ର ସରକାରଙ୍କ ଇଚ୍ଛା ନାହିଁ। ତେଣୁ ସରକାର ଅନେକ ବାହାନା ଦେଖାଇ ଲୋକପାଳ ନିଯୁକ୍ତି କରୁନାହାନ୍ତି ବୋଲି ସେ କହିଛନ୍ତି।

ଆନ୍ନା ୨୦୧୧ ଜନ ଲୋକପାଳ ନିଯୁକ୍ତି ଦାବିରେ ଦିଲ୍ଲୀରେ ଅନଶନ କରିଥିଲେ।



from OdishaReporter https://ift.tt/2K3UN5r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages