ମୃତ୍ୟ ପୂର୍ବରୁ ସମସ୍ତଙ୍କୁ ଦେଖାଯାଏ ଏପରି କିଛି ସଙ୍କେତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 14, 2018

ମୃତ୍ୟ ପୂର୍ବରୁ ସମସ୍ତଙ୍କୁ ଦେଖାଯାଏ ଏପରି କିଛି ସଙ୍କେତ

ଜନ୍ମ ହୋଇ ଥିଲେ ମୃତ୍ୟୁ ସୁନିଶ୍ଚିତ। ମୃତ୍ୟୁ ଦୁନିଆର ସବୁଠାରୁ ବଡ଼ ରହସ୍ୟ। ତେବେ  ମୃତ୍ୟୁକୁ ନେଇ ବିଭିନ୍ନ କଥା ରହିଛି। ତେବେ ଜାଣି ଆଶ୍ଚର୍ଯ୍ୟ ଲାଗିବ, ମୃତ୍ୟୁ ପୂର୍ବରୁ ମଣିଷକୁ ଏପରି କିଛି ସଙ୍କେତ ମିଳିଥାଏ, ଯେଉଁଥିରେ ସେ ଆଭାସ ପାଇଥାଏ ଯେ ତା’ର ଦୁନିଆ ଛାଡ଼ିବାର ସମୟ ପାଖେଇ ଆସୁଛି। ଆଜି ଆସନ୍ତୁ ଜାଣିବା କ’ଣ ସେହି ସବୁ ସଙ୍କେତ।

ଏକ ଗବେଷଣାରୁ ଜଣାପଡ଼ିଛି, ମୃତ୍ୟୁ ପୂର୍ବରୁ ମଣିଷକୁ ବିଭିନ୍ନ ପ୍ରକାରର ଚିତ୍ର ଦେଖିବାକୁ ମିଳିଥାଏ। ଏମିତିକି ଛାଇ ମଧ୍ୟ ଦେଖାଯାଇଥାଏ। ଏପରି ବି କୁହାଯାଇଛି, ମୃତ୍ୟୁ ପୂର୍ବରୁ ମଣିଷକୁ  ନିଜେ ରହୁଥିବା କୋଠରୀ କୋଣରେ ସେମାନଙ୍କ ପ୍ରିୟଜନଙ୍କ ଛାଇ ଦେଖିଲା ଭଳି ଅନୁଭବ କରିଥାନ୍ତି। କିଛି କିଛି ଲୋକଙ୍କୁ ନିଜ ବାପାଙ୍କ ଛାଇ ମଧ୍ୟ ଦେଖିବାକୁ ମିଳିଥାଏ।

ଏହାସହ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ କିମ୍ୱା କିଛି ଦିନ ପୂର୍ବରୁ ନିଜ ଆଖ ପାଖରେ ଛାଇ ମଧ୍ୟ ଦେଖାଯାଏ। ଏହି ଛାଇ ଦେଖି ଜଣେ ବ୍ୟକ୍ତି ତା’ର ମୃତ୍ୟୁର ଆଭାସ ପାଇଥାଏ।  ତେବେ ଅକାଳ ମୃତ୍ୟୁ ହେଉଥିବା ଲୋକଙ୍କ କ୍ଷେତ୍ରରେ ଏପରି କିଛି ଅନୁଭବ ଆସିନଥାଏ। କାରଣ ସେମାନଙ୍କ ମୃତ୍ୟୁ ହଠାତ୍ ଘଟିଥାଏ।



from OdishaReporter https://ift.tt/2KYN5i8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages