
ପିପିଲି(ଓଡ଼ିଶା ରିପୋର୍ଟର): ବୀରପୁରୁଷୋତ୍ତମପୁର ଷ୍ଟେସନ ନିକଟରେ ରେଳ ଲାଇନ୍ କଡ଼ରେ ଏକ ଖୋଲା ଆଟାଚି ପଡ଼ିଛି। ଏଥିରେ କିଛି ବିଦ୍ୟୁତ୍ ତାର ଲାଗିଛି। ଏହି ସନ୍ଦିଗ୍ଧ ଆଟାଚିକୁ ନେଇ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟିରୁ ୫ଟି ଟ୍ରେନ୍କୁ ବୀରପୁରୁଷୋତ୍ତମପୁର ଷ୍ଟେସନରେ ଅଟକାଇ ଦିଆଯାଇଛି।
from OdishaReporter https://ift.tt/2Ac7ZVY
No comments:
Post a Comment