ଘରେ ଏମିତି ତିଆରି କରନ୍ତୁ ‘ନଡ଼ିଆ ବର୍ଫି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 12, 2018

ଘରେ ଏମିତି ତିଆରି କରନ୍ତୁ ‘ନଡ଼ିଆ ବର୍ଫି’

ଆବଶ୍ୟକ ସାମଗ୍ରୀ: ନଡ଼ିଆ କୋରା, ଚିନି, କ୍ଷୀର, ଗୁଜୁରାତି, କାଜୁ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କ୍ଷୀରକୁ ଭଲ ଭାବରେ ଫୁଟାଇ ଦିଅନ୍ତୁ। ତା’ପରେ କୋରା ନଡ଼ିଆ ଓ ଫୁଟା କ୍ଷୀରକୁ ଗ୍ରାଇଣ୍ଡରରେ ପେଷି ନିଅନ୍ତୁ। ବର୍ତ୍ତମାନ ଏହି ମିଶ୍ରଣକୁ ଚୁଲିରେ ବସାଇ ବାରମ୍ବାର ଘାଣ୍ଟନ୍ତୁ। ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ଫୁଟିଗଲା ପରେ ସେଥିରେ ଚିନି, ଗୁଜୁରାତି ଓ କାଜୁ ପକାଇ ଘାଣ୍ଟନ୍ତୁ। ବର୍ତ୍ତମାନ ଏକ ଥାଳିରେ ଗୁଆଘିଅ ମାରି ରଖନ୍ତୁ। ଏବେ ଏଥିରେ ଫୁଟୁଥିବା ମିଶ୍ରଣକୁ ଢାଳିଦିଅନ୍ତୁ। ୧୦ ମିନିଟ୍‌ଏହାକୁ ଫ୍ରିଜରେ ରଖି କାଟି ପରଷି ଦିଅନ୍ତୁ।



from OdishaReporter https://ift.tt/2majcN1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages