ଘରେ ତିଆରି କରନ୍ତୁ ପନପସନ୍ଦର ଲିପ୍‌ଷ୍ଟିକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ଘରେ ତିଆରି କରନ୍ତୁ ପନପସନ୍ଦର ଲିପ୍‌ଷ୍ଟିକ୍‌

ଯଦି ଆପଣ ବଜାରରୁ ଦାମୀ ଲିପ୍‌ଷ୍ଟିକ୍‌ କିଣି ବିରକ୍ତ ହୋଇଗଲେଣି କି।  ତେବେ ଆପଣଙ୍କ ପାଇଁ ଆଜି ଆମେ ଏକ ଭଲ ଉପାୟ ଆଣିଛୁା ଆଜି ଆମେ ଆପଣଙ୍କୁ ଘରେ ବସି ଅତି ସହଜରେ ଓ ଅତି କମ୍‍ ଖର୍ଚ୍ଚରେ କେମିତି ଲିପ୍‌ଷ୍ଟିକ୍‌ କରିହେବ ଶିଖାଇବୁ। ଏଥିପାଇଁ ଆପଣ କିଛି ଟିପ୍ସ ଆପଣାନ୍ତୁ। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରକ୍ରିୟା।

ଆବଶ୍ୟକ ସାମଗ୍ରୀ- କ୍ରେୟନ୍‌‍(ମହମ ରଙ୍ଗ),କାଚର ପାତ୍ର, ଭ୍ୟାସଲିନ୍‌ ଓ ନଡିଆ ତେଲ।

ପ୍ରଥମେ କିଛି ମହମ ରଙ୍ଗ ପେନସିଲକୁ ସାଇଜ କରି କାଟିଦିଅନ୍ତୁା ବର୍ତମାନ ଏକ ପାତ୍ରରେ ଏକ ଚାମଚ ନଡିଆ ତେଲ ଗରମ କରି ରଖନ୍ତୁ। ଏଥିରେ ନିଜ ମନ ପସନ୍ଦର ମହମ ରଙ୍ଗ ପେନସିଲକୁ ଗୁଣ୍ଡ କରି ପକାନ୍ତୁ। ମହମ ଭଲଭାବେ ତରଳ ନଡିଆ ତେଲରେ ମିଶିବା ଯାଏଁ ଗୋଳାନ୍ତୁ। ଭଲ ଭାବେ ମିଶି ଗଲାପରେ ଏହାକୁ ଥଣ୍ଡା ହେବା ପାଇଁ ଛାଡିଦିଅନ୍ତୁ। ଥଣ୍ଡା ହୋଇଗଲେ ଏହାକୁ ଏକ ଛୋଟ ଲିପଷ୍ଟିକ୍‌  କଣ୍ଟେନରରେ ରଖନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ମନ ପସନ୍ଦର ଲିଫଷ୍ଟିକ୍‌। ଏକ ସଫା ଲିପ୍‌ଷ୍ଟିକ୍‌ ବ୍ରସରେ ଆପଣ ଏହାକୁ ଓଠରେ ଲଗାଇପାରିବୋ ଧ୍ୟାନ ଦିଅନ୍ତୁ ଯେପରି ଏହି ହୋମ୍‌ମେଡ୍‌‍ ଲିପଷ୍ଟିକ୍‌ ଲଗାଇବା ପୂର୍ବରୁ ଏକ ଭଲ ଲିପ୍‌‍ବାମ୍‌ ବ୍ୟବହାର କରିବେ।  ଯାହା ଫଳରେ ଆପଣଙ୍କ ଓଠ କଳା ପଡ଼ିବ ନାହିଁ।



from OdishaReporter https://ift.tt/2Ltechn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages