ଭୁଲରେ ରାତିରେ କରନ୍ତୁ ନାହିଁ ଏହି ସବୁ କାମ; ଲକ୍ଷ୍ମୀ ଛାଡ଼ିଯିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

ଭୁଲରେ ରାତିରେ କରନ୍ତୁ ନାହିଁ ଏହି ସବୁ କାମ; ଲକ୍ଷ୍ମୀ ଛାଡ଼ିଯିବେ

ହିନ୍ଦୁ ଶାସ୍ତ୍ର ଅନୁସାରେ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଇଥାଏ । ମା’ ଲକ୍ଷ୍ମୀଙ୍କ କୃପା ଲାଭ କଲେ କେବେ ବି ଟଙ୍କାର ଅଭାବ ଅନଟନ ଦେଖାଯାଇନଥାଏ । ଆମେ ଏହି କଥା ସମସ୍ତେ ଜାଣିଛେ। କିନ୍ତୁ କେବେ କେବେ ଆମ ଦ୍ୱାରା ଏମିତି କିଛି ଭୁଲ ହୋଇ ଯାଇଥାଏ, ଯାହା ଦ୍ୱାରା ମାଆ ଲକ୍ଷ୍ମୀ ଆମ ଉପରେ ରୋଷ କରିଥାନ୍ତି। ଆଉ ଶୁଭ କାର୍ଯ୍ୟ ଗୁଡ଼ିକ ବିଗିଡ଼ି ଯାଏ। ଘରେ ଅଭାବ ଅନଟନ ଲାଗି ରହିଥାଏ। ଯେତେ ଟଙ୍କା ରୋଜଗାର କଲେ ମଧ୍ୟ ଅଣ୍ଟି ନଥାଏ। ଏଥିପାଇଁ ସବୁବେଳେ ଆମେ  ଚିନ୍ତାରେ ରହିଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ଜଣେଇବୁ ଯେ କେଉଁ ସମୟରେ କେଉଁ କାମ କଲେ ମା’ ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ..

୧- ଜ୍ୟୋତିର୍ବିଦ୍‌ଙ୍କ ମତ ଅନୁସାରେ ରାତିରେ ଘର ପୋଛା ମାରିବା ଅନୁଚିତ। ଏହା କରିବା ଦ୍ୱାରା ମହାଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି।

୨- ଶାସ୍ତ୍ରର୍ବିଦ୍‌ଙ୍କ କହିବା ଅନୁସାରେ ରାତିରେ ଘରେ ଝାଡ଼ୁ କରିବା ଅନୁଚିତ। ଏହା କଲେ ଘରେ ସବୁବେଳେ ଅଭାବ ଅନଟନ ଲାଗି ରହିଥାଏ।

୩- ରାତିରେ ଖାଇ ସାରିବା ପରେ ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ।  ଏହା କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇ ନଥାଏ।

୪- ରାତିରେ ମହିଳାମାନେ କେଶ ସଫା କରିବା ଅନୁଚିତ। ଏହା କଲେ ମା’ ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି। ଘରେ ଅଶାନ୍ତି ଲାଗି ରହିଥାଏ।

 

 



from OdishaReporter https://ift.tt/2JZhYhd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages