ଜୁଲାଇ ୩୦, ସୋମବାର: ରାସ୍ତାରେ ଯା’ଆସ ବେଳେ ସାବଧାନତା ଅବଲମ୍ବନ କରନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ଜୁଲାଇ ୩୦, ସୋମବାର: ରାସ୍ତାରେ ଯା’ଆସ ବେଳେ ସାବଧାନତା ଅବଲମ୍ବନ କରନ୍ତୁ

Rasiphala

ମେଷ: ଘରକୁ ଅତିଥି ଆସିବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ମିଶ୍ରି ଖାଇ ଘରୁ ବାହାରନ୍ତୁ ।

ବୃଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କଥା କଥାରେ ରାଗନ୍ତୁ ନାହିଁ। ଧାର୍ମିକ ସ୍ଥଳକୁ ବୁଲିବାକୁ ଯାଆନ୍ତୁ, ମନ ଶାନ୍ତ ରହିବ।

ମିଥୁନ:  ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦର ସମାଧାନ ହେବ। ଅର୍ଥପ୍ରାପ୍ତି ଯୋଗ ରହିଛି। ଅସୁସ୍ଥ ଅନୁଭବ କରିବେ।

କର୍କଟ:  ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ରାସ୍ତାରେ ଯା’ଆସ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାରରେ ହସଖୁସିର ବାତାବରଣ ରହିବ।

ସିଂହ: ବ୍ୟବସାୟିକ କାର୍ଯ୍ୟରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ। ବାଦବିବାଦ ଠାରୁ ଦୂରେଇ ରହିଲେ ଭଲ।

କନ୍ୟା: ସବୁ କାର୍ଯ୍ୟରେ ସଫଳତା ପାଇବେ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। ଜମିବାଡ଼ି କିଣିବା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି।

ତୁଳା: ସ୍ୱାସ୍ଥ୍ୟ ଭଲ ରହିବ। ନୂଆ ଚାକିରିର ସୁଯୋଗ ଆସିପାରେ। ପିଲାମାନେ ପାଠ ପଢ଼ାରେ ସଫଳତା ପାଇବେ।

ବିଚ୍ଛା: ଶରୀରରେ ଆଘାତ ଲାଗିପାରେ। ଖର୍ଚ୍ଚ ବଢ଼ିବ। ଘରେ କାହା ସହିତ ଯୁକ୍ତିତର୍କ ହୋଇପାରେ।

ଧନୁ: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଅଟକି ରହିଥିବା କାର୍ଯ୍ୟ ସଂପନ୍ନ ହେବ। ଆର୍ଥିକ ସ୍ଥିତି ଭଲ ରହିବ।

ମକର: ଆଜି ଦିନଟି ମିଶ୍ର ଫଳ ପ୍ରଦାନ କରିବ। ଖର୍ଚ୍ଚ ବଢ଼ିବ। ତେବେ ଧନାଗମନର ବି ଯୋଗ ରହିଛି। ଧଳା ବସ୍ତୁ ଦାନ କରନ୍ତୁ।

କୁମ୍ଭ: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ସ୍ୱାସ୍ଥ୍ୟ ଭଲ ରହିବ।

ମୀନ: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି।



from OdishaReporter https://ift.tt/2OqP6BO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages