ନଦୀରେ ଭାସିଗଲେ କୃଷ୍ଣସାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ନଦୀରେ ଭାସିଗଲେ କୃଷ୍ଣସାର

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଖରଖରି ନଦୀରେ ଭାସିଗଲେ କୃଷ୍ଣସାର ମୃଗ। ପୁରୁଷୋତ୍ତମପୁର-ହୁମ୍ମା ରାସ୍ତାର ବାଲିଆ ନିକଟରେ ମୃଗମାନେ ନଦୀ ପାଣିରେ ଭାସି ଯାଉଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଅଞ୍ଚଳରେ କୃଷ୍ଣସାର ମୃଗ ନଥିବା ଯୋଗୁଁ ଆସିକା ଅଞ୍ଚଳରୁ ନଦୀ ପାଣିରେ ସେମାନେ ଭାସି ଆସିଥିବା ଅନୁମାନ କରାଯାଉଛି। ହଠାତ୍‌ ନଦୀରେ ପାଣି ଆସିବାରୁ କୃଷ୍ଣସାର ମୃଗ ଗୁଡ଼ିକ ଭାସି ଯାଇଥିବା ଜଣାପଡ଼ିଛି।



from OdishaReporter https://ift.tt/2zZnOzf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages