‘ୱାନ୍‌ ନେଶନ୍‌, ୱାନ୍‌ ଇଲେକ୍ସନ୍‌’କୁ ସମର୍ଥନ ଦେଲେ ଏହି ସୁପର୍‌ଷ୍ଟାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 15, 2018

‘ୱାନ୍‌ ନେଶନ୍‌, ୱାନ୍‌ ଇଲେକ୍ସନ୍‌’କୁ ସମର୍ଥନ ଦେଲେ ଏହି ସୁପର୍‌ଷ୍ଟାର୍‌

rajanikant

ଚେନ୍ନାଇ: ମୋଦି ସରକାରଙ୍କ ‘ୱାନ୍‌ ନେଶନ୍‌, ୱାନ୍‌ ଇଲେକ୍ସନ୍‌’ ଯୋଜନାକୁ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ସମର୍ଥନ ମିଳିଛି। ଏହାଦ୍ୱାରା ଅର୍ଥ ଓ ସମୟ ବଞ୍ଚିବ ବୋଲି ସେ କହିଛନ୍ତି।

ବେଙ୍ଗାଲୁରୁରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରଜନୀକାନ୍ତ କହିଛନ୍ତି- “ୱାନ୍‌ ନେଶନ୍‌, ୱାନ୍‌ ଇଲେକ୍ସନ୍‌ ଏକ ବଢ଼ିଆ ପରିକଳ୍ପନା। ଏହା ଉପରେ ସବୁ ଦଳ ମିଳିତ ଭାବେ କାମ କରିବା ଓ ସହଯୋଗ କରିବା ଉଚିତ୍‌।”

ଏହାସହ ଦେଶର ବିକାଶ ପାଇଁ ୮ ଲେନ୍‌ ପରି ରାସ୍ତାର ଆବଶ୍ୟକତା ଥିବା ସେ କହିଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ତାମିଲନାଡୁରେ ଶିକ୍ଷା ଉନ୍ନତମାନର ଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି।



from OdishaReporter https://ift.tt/2zGCoeN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages