ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ, ଘରକୁ ଡାକି ନେଇ ଦୁଷ୍କର୍ମ କଲେ ପୂଜକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ, ଘରକୁ ଡାକି ନେଇ ଦୁଷ୍କର୍ମ କଲେ ପୂଜକ

rape

ନୋଇଡା: ଗ୍ରେଟ୍‌ର ନୋଇଡାର ଧୂମ୍‌ ମାଣିକପୁରା ଗାଁରେ ଏକ ମନ୍ଦିରର ମୁଖ୍ୟ ପୂଜକ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଅଭିଯୋଗ ପରେ ବାଦଲ୍‌ପୁର ଥାନା ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ପୂଜାରୀ ଫେରାର ହୋଇଯାଇଛନ୍ତି।

ଗ୍ରେଟ୍‌ର ନୋଇଡା ଡିଏସ୍‌ପି ଅବନୀଶ କୁମାର କହିଛନ୍ତି, ଗତ ୯ ତାରିଖରେ ମହିଳା ଜଣଙ୍କ ଜଣେ ସମ୍ପର୍କୀୟ ମହିଳାଙ୍କ ସହ ମନ୍ଦିରକୁ ଯାଇଥିଲେ। ଏହି ସମୟରେ ମୁଖ୍ୟ ପୂଜାରୀ ସ୍ୱାମୀ କହ୍ନେୟା ନନ୍ଦ ତାଙ୍କୁ ନିଜ କୋଠରୀକୁ ଡାକି ନେଇ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଚାଲିଛି।



from OdishaReporter https://ift.tt/2LvPmle

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages