ଆତ୍ମହତ୍ୟା କଲେ ଅଭିନେତ୍ରୀଙ୍କ ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ଆତ୍ମହତ୍ୟା କଲେ ଅଭିନେତ୍ରୀଙ୍କ ଝିଅ

ju

ହାଇଦ୍ରାବାଦ: ତେଲୁଗୁ ଫିଲ୍ମ ଅଭିନେତ୍ରୀ ଅନ୍ନପୂର୍ଣ୍ଣାଙ୍କ ଝିଅ ଶନିବାର ହାଇଦ୍ରାବାଦରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ କୀର୍ତ୍ତି (୩୫)।

ଗତକାଲି ସକାଳେ ଏ ଘଟଣା ଘଟିଛି। କୀର୍ତ୍ତି ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତିନି ବର୍ଷ ହେଲା ସେ ବାହା ହୋଇଥିଲେ। ତାଙ୍କର ଗୋଟିଏ ଛୁଆ ମଧ୍ୟ ଅଛି।

ପୁଲିସ୍‌ କହିଛି ଯେ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସ୍ୱାସ୍ଥ୍ୟ ଜନିତ କାରଣ ଯୋଗୁ ସେ ଆତ୍ମହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଛି। ଏନେଇ ବଞ୍ଜାରାହିଲ୍‌ସ ଥାନାରେ ଏକ ମାମଲା ରୁଜୁ କରାଯାଇଛି ଓ ଅଧିକ ତଦନ୍ତ କରାଯାଉଛି।



from OdishaReporter https://ift.tt/2mRInnK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages