
ରାୟଗଡ଼ା(ଓଡ଼ିଶା ରିପୋର୍ଟର): ଲଘୁଚାପ ବର୍ଷାର ପ୍ରଭାବ ଟ୍ରେନ୍ ସେବା ଉପରେ ମଧ୍ୟ ପଡ଼ିଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ମାଟି ଅତଡ଼ା ଖସିବାରୁ ଟ୍ରେନ୍ ସେବା ବ୍ୟାହତ ହୋଇଛି। ରାୟଗଡ଼ା-କୋରାପୁଟ ଓ ରାଉଳି-ଲେଲିଗୁମା ମଧ୍ୟରେ ମାଟି ଅତଡ଼ା ଖସିବାରୁ ଭାଲୁମୁସ୍କା ଷ୍ଟେସନ୍ରେ ହୀରାଖଣ୍ଡ ଏକ୍ସପ୍ରେସ୍ ଅଟକି ରହିଛି। ସେହିପରି ଟିକିରି ଷ୍ଟେସନ୍ରେ କୋରାପୁଟ୍-ବିଶାଖାପାଟଣା DMU ଅଟକି ରହିଛି।
from OdishaReporter https://ift.tt/2NsULWA
No comments:
Post a Comment