
ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ଯୋଗୁ କୋଟଗଡ଼ ବ୍ଳକ୍ ଶ୍ରୀରାମପୁର ମୁଖ୍ୟ ରାସ୍ତାରେ ମଦାଙ୍ଗି ନିକଟରେ ଏକ କଲଭର୍ଟ ଧୋଇ ହୋଇଯାଇଛି। ଫଳରେ କୋଟଗଡ଼ରୁ ସୁବର୍ଣ୍ଣଗିରି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ ହୋଇଛି।
ସେହିପରି ବାଲିଗୁଡ଼ା ବ୍ଳକ୍ ଲଣ୍ଡା ଗାଁ ପଞ୍ଚାୟତରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଲୋକ ପାଣି ଘେରରେ ରହିଛନ୍ତି। ତୁମୁଡିବନ୍ଧ, ରାଇକିଆ, କ.ନୂଆଗାଁ, ଦାରିଙ୍ଗିବାଡି ଓ ଜି.ଉଦୟଗିରି ଅଞ୍ଚଳରେ ବର୍ଷା ଲାଗି ରହିଛି।
from OdishaReporter https://ift.tt/2JFjDbC

No comments:
Post a Comment