ଯୁବତୀଙ୍କୁ ୪ ଦିନ ଧରି ୪୦ ଜଣଙ୍କ ଗଣଦୁଷ୍କର୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

ଯୁବତୀଙ୍କୁ ୪ ଦିନ ଧରି ୪୦ ଜଣଙ୍କ ଗଣଦୁଷ୍କର୍ମ

ଚଣ୍ଡିଗଡ଼: ପୁଣିଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ୪୦ ଜଣ ବ୍ୟକ୍ତି ପଣବନ୍ଦୀ କରି ୪ ଦିନ କାଳ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କୁ ଏହି ୪୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଚାକିରି ଦେବାକୁ କହି ନିଜ ପାଖକୁ ଡାକିଥିଲେ। ଏହାପରେ ସେ ତାଙ୍କୁ ପଞ୍ଚକୁଲାର ମୋରିନ୍ ହିଲ୍ସଠାରେ ଥିବା ଏକ ଗେଷ୍ଟ ହାଉସ୍‌କୁ ନେଇଯାଇଥିଲେ। ସେଠାରେ ବ୍ୟକ୍ତି ଜଣଙ୍କ ତାଙ୍କ ଅନ୍ୟ ସହଯୋଗୀମାନଙ୍କ ସହ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଜୁଲାଇ ୧୫ରୁ ୧୮ ତାରିଖ ଯାଏ ଯୁବତୀଙ୍କୁ ୪୦ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ଜଣଙ୍କ ମନିମଜରା ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।



from OdishaReporter https://ift.tt/2myed9e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages