ଜେଲ୍‌ରେ ଥିବା ଅଭିଯୁକ୍ତଙ୍କ ଘରୁ ମିଳିଲା ବିପୁଳ ଅସ୍ତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 13, 2018

ଜେଲ୍‌ରେ ଥିବା ଅଭିଯୁକ୍ତଙ୍କ ଘରୁ ମିଳିଲା ବିପୁଳ ଅସ୍ତ୍ର

smb

ସମ୍ବଲପୁର (ସଞ୍ଜୟ ଜେନା): ଜେଲ୍‌ରେ ଥିବା ସମ୍ବଲପୁର ଅଞ୍ଚଳର ଅଭିଯୁକ୍ତ ରଞ୍ଜନ ମହାରଣାଙ୍କ ଘରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ପୁଲିସ୍‌ ଜବତ କରିଛି। ଏଥିରେ ବିପୁଳ ପରିମାଣରେ ଗୁଳି, ବନ୍ଧୁକ, ଜିଲୋଟିନ୍ ଓ ଡିଟୋନେଟର ରହିଛି। କିଛିଦିନ ପୂର୍ବରୁ ବେଆଇନ କୋରେକ୍ସ ବିକ୍ରି ଅଭିଯୋଗରେ ରଞ୍ଜନଙ୍କୁ ଗିରଫ କରାଯାଇଥିଲା। ସେ ଏବେ ଜେଲ୍‌ରେ ଅଛି।



from OdishaReporter https://ift.tt/2uksnyX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages