ପୁଣି ବଗି ଛାଡ଼ି ପଳାଇଲା ଇଞ୍ଜିନ୍: ପଢ଼ନ୍ତୁ କେତେବାଟ ଗଲା ପରେ ଅଟକିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 9, 2018

ପୁଣି ବଗି ଛାଡ଼ି ପଳାଇଲା ଇଞ୍ଜିନ୍: ପଢ଼ନ୍ତୁ କେତେବାଟ ଗଲା ପରେ ଅଟକିଲା

ପୁରୀ(ମଧୁସୂଦନ ମିଶ୍ର): ପୁଣି ଷ୍ଟେସନରେ ବଗିକୁ ଛାଡ଼ି ଚାଲିଗଲା ଇଞ୍ଜିନ୍। ଏଥର ପୁରୀ ଷ୍ଟେସନରେ ଘଟିଛି ଏଭଳି ଅଭାନୀୟ ଘଟଣା। ଆଜି ସକାଳେ ପୁରୀ-କଟକ ପାସେଞ୍ଜର ଟ୍ରେନ୍‌ ୩ଟି ଡବାକୁ ଛାଡ଼ି ପ୍ରାୟ ୫ କିଲୋମିଟର ଚାଲିଯାଇଥିଲା। ଏହା ଜଣାପଡ଼ିବା ପରେ ପୁଣି ପଛକୁ ଫେରିଥିଲା ଟ୍ରେନ୍। ଆଜି ପୁରୀ ଷ୍ଟେସନରୁ ଟ୍ରେନ୍‌ଟି ସକାଳ ୮ଟାରେ ଛାଡ଼ିବାର ଥିଲା।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୭ ତାରିଖରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନ୍‌ରେ ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍‌ ଇଞ୍ଜିନ ଛାଡ଼ି ବଗି ୧୫ କିଲୋମିଟର ଗଡ଼ିଯାଇଥିଲା।

ଅଧିକ ପଢ଼ନ୍ତ-ଇଞ୍ଜିନ ଛାଡ଼ି ୧୫ କିମି ଗଡ଼ିଗଲା ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍‌

 



from OdishaReporter https://ift.tt/2m2A5sW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages