ଏଆଇସିସି ନୂଆ କମିଟିରୁ ଶୁଶୀଳା ଆଉଟ୍‌, ରାମଚନ୍ଦ୍ର ଇନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

ଏଆଇସିସି ନୂଆ କମିଟିରୁ ଶୁଶୀଳା ଆଉଟ୍‌, ରାମଚନ୍ଦ୍ର ଇନ୍‌

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଏଆଇସିସି ଘୋଷଣା କରିଛି ନୂଆ ଓ୍ୱାର୍କିଂ କମିଟି। ଏଥିରେ ୫୧ ଜଣ ସଦସ୍ୟ ରହିଛନ୍ତି। ନୂଆ କଂଗ୍ରେସ ଓ୍ୱାର୍କିଂ କମିଟି (ସିଡବ୍ଲ୍ୟୁସି)ରୁ ଦଳର ବରିଷ୍ଠ ସଦସ୍ୟ ଜନାର୍ଦ୍ଦନ ଦ୍ୱିବେଦୀ ବାଦ ପଡ଼ିଛନ୍ତି। ସେହିପରି ଦିଗବିଜୟ ସିଂହ, କମଲ ନାଥ, ଶୁଶିଲ କୁମାର ସିନ୍ଦେ, ମୋହନ ପ୍ରକାଶ ଓ ସିପି ଯୋଷୀ ପ୍ରମୁଖଙ୍କୁ ମଧ୍ୟ ବାଦ ଦିଆଯାଇଛି।

ପୂର୍ବରୁ ସିଡବ୍ଲ୍ୟୁସି ସଦସ୍ୟ ଥିବା ଶୁଶୀଳା ତିରିଆ ନୂଆ କମିଟିରୁ ବାଦ୍ ପଡ଼ିଛନ୍ତି। ଘୋଷିତ ହୋଇଥିବା ୧୮ ଜଣିଆ ସ୍ଥାୟୀ ନିମନ୍ତ୍ରିତ କମିଟିରେ ଏକମାତ୍ର ଓଡ଼ିଆ ଭାବେ ରାମଚନ୍ଦ୍ର ଖୁଣ୍ଟିଆ ସ୍ଥାନ ପାଇଛନ୍ତି। ସିଡବ୍ଲ୍ୟୁସି ସଦସ୍ୟ ତାଲିକାରେ ଦଳର ସଭାପତି ରାହୁଲ ଗାନ୍ଧି, ସୋନିଆ ଗାନ୍ଧି, ମନମୋହନ ସିଂହ, ମୋତିଲାଲ ଭୋରା, ଗୋଲାମ ନବୀ ଆଜାଦ, ମଲ୍ଲୀକାର୍ଜୁନ ଖଡ଼ଗେ, ଏକେ ଆଣ୍ଟୋନୀ, ଅହମଦ୍‌ ପଟେଲ ଓ ଅମ୍ୱିକା ଶୋନିଙ୍କ ସମେତ ୨୩ ଜଣ ସ୍ଥାନ ପାଇଛନ୍ତି। ସେହିପରି ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ତାଲିକାରେ ୧୦ ଜଣଙ୍କୁ ସାମିଲ୍‌ କରାଯାଇଛି।



from OdishaReporter https://ift.tt/2utrrs6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages