ଯନ୍ତ୍ରଣାରେ ଛଟପଟ ହେଉଥିଲା ଗଜରାଜ: ଟ୍ରାଙ୍କୁଲାଇଜ୍‌ କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ଯନ୍ତ୍ରଣାରେ ଛଟପଟ ହେଉଥିଲା ଗଜରାଜ: ଟ୍ରାଙ୍କୁଲାଇଜ୍‌ କଲେ

କାମାକ୍ଷାନଗର(ରାକେଶ ଦେହୁରି): ଢେଙ୍କାନାଳ କାମାକ୍ଷନଗର ପଶ୍ଚିମାଞ୍ଚଳ ରେଞ୍ଜ୍‌ ଅନ୍ତର୍ଗତ କଙ୍କିଳି ଗ୍ରାମ ସଂରକ୍ଷିତ ଜଙ୍ଗଲରେ ଏକ ଅସୁସ୍ଥ ଦନ୍ତାହାତୀକୁ ରବିବାର ଟ୍ରାଙ୍କୁଲାଇଜ୍ ବା ନିଶ୍ଚେତକ ପ୍ରୟୋଗ କରାଯାଇଛି।

ହାତୀଟିର ପଛପଟ ବାମଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ହାତୀଟି ଗତ କିଛିଦିନ ହେବ କଷ୍ଟ ପାଉଥିଲା। ତା’ର ଚିକିତ୍ସା ପାଇଁ ତାକୁ ଟ୍ରାଙ୍କୁଲାଇଜ୍‌ କରାଯାଇଛି।

ଭୁବନେଶ୍ୱର OUAT ର ଏକ ଟିମ୍ ଟ୍ରାଙ୍କୁଲାଇଜ୍ କରିବା ପରେ କଙ୍କଡ଼ାହାଡ଼ VSA ସତ୍ୟ ବିକ୍ରମ ତରାଇ ଅସୁସ୍ଥ ଦନ୍ତାର ଚିକିତ୍ସା କରିଥିଲେ।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦନ୍ତାର ଗତିବିଧି ଉପରେ ନଜର ରଖାଯିବ ବୋଲି ଢେଙ୍କାନାଳ ଡିଏଫ୍‌ଓ ରିଙ୍କୁ କୁମାରୀ କହିଛନ୍ତି।

 



from OdishaReporter https://ift.tt/2Lvod1Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages