ଭଡ଼ା ଘରେ ଏମିତି ଜମୁଥିଲା ଦେହ ବେପାର, ପୁଲିସ୍ ଭଣ୍ଡୁର କରିଦେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

ଭଡ଼ା ଘରେ ଏମିତି ଜମୁଥିଲା ଦେହ ବେପାର, ପୁଲିସ୍ ଭଣ୍ଡୁର କରିଦେଲା

sex

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବର୍ଷେ ଧରି ଭଡ଼ା ଘରେ ଚାଲିଥିଲା ଦେହ ବେପାର। ଗ୍ରାହକ ଆସୁଥିଲେ, ବେପାର ଜମୁଥିଲା। କିନ୍ତୁ ପୁଲିସ ଜାଣିପାରୁ ନଥିଲା। ଗତକାଲି ବ୍ରହ୍ମପୁରସ୍ଥିତ ବୈଦ୍ୟନାଥ ଥାନା ପୁଲିସ ଏହାର ପର୍ଦ୍ଦାଫାସ କରିଛି। ଉକ୍ତ ଘର ଉପରେ ଚଢ଼ାଉ କରି ୨ ଜଣ ଗ୍ରାହକଙ୍କ ସହ ମାଷ୍ଟରମାଇଣ୍ଡକୁ ଗିରଫ କରିଛି।

ପୁଲିସ ସୂଚନା ମୁତାବକ, ମାଷ୍ଟରମାଇଣ୍ଡ ହାତୀବଂଧ ସାହିରେ ଏକ ଭଡ଼ା ଘର ନେଇ ରହୁଥିଲେ। ସେ ସେଠାରେ ଯୁବତୀ ଓ ମହିଳାମାନଙ୍କୁ ଆଣି ଦେହ ବ୍ୟବସାୟ କରୁଥିଲେ। ପୁଲିସ କୌଣସି ସୂତ୍ରରୁ ସୂଚନା ପାଇ ଗତକାଲି ଆକସ୍ମିକ ଚଢ଼ଉ କରିଥିଲା। ଚଢ଼ଉ ବେଳେ ପୁଲିସ ଦୁଇ ଗ୍ରାହକଙ୍କ ସହ ମାଷ୍ଟରମାଇଣ୍ଡକୁ ବି ଗିରଫ କରିଥିଲା। ଘଟଣାସ୍ଥଳୁ ନଗଦ ଟଙ୍କା ଓ ୫ଟି ମୋବାଇଲ ଜବତ କରିଛି। ଚଢ଼ଉ ବେଳେ ଉକ୍ତ ଘରୁ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଥିଲା ପୁଲିସ।



from OdishaReporter https://ift.tt/2Jvd0bQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages