ଶାହିଦ୍‌ କପୁର କିଣିଲେ ନୂଆ ଫ୍ଲାଟ୍‍: ଏହାର ଦାମ୍ ‍କେତେ ଜାଣନ୍ତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ଶାହିଦ୍‌ କପୁର କିଣିଲେ ନୂଆ ଫ୍ଲାଟ୍‍: ଏହାର ଦାମ୍ ‍କେତେ ଜାଣନ୍ତି?

ମୁମ୍ବାଇ: ବଲିଉଡ୍ ଅଭିନେତା ଶାହିଦ୍ ‍କପୁର ମୁମ୍ୱାଇରେ ଏକ ନୂଆ ଫ୍ଲାଟ୍‍ କିଣିଛନ୍ତି। ଅପସ୍କେଲ୍‌ ‍ବର୍ଲିସ୍ଥିତ ଏହି ଡୁପ୍ଲେକ୍ସର ଦାମ୍‌ କେତେ ଆପଣ ଜାଣନ୍ତି? ଏହି ନୂଆ ଫ୍ଲାଟ୍‌ର ଦାମ୍ ‍ହେଉଛି  ୫୫ କୋଟି ୬୦ ଲକ୍ଷ ଟଙ୍କା। ଶାହିଦ୍‌ ‍ସରକାରଙ୍କୁ ଏଥିପାଇଁ ୨ କୋଟି ୯୧ ଲକ୍ଷ ଟଙ୍କାର ସ୍ଟାମ୍ପ‌ ଡ୍ୟୁଟି ପୈଠ କରିଛନ୍ତି। ଶାହିଦ୍‌ଙ୍କର ଏହି ଫ୍ଲାଟ୍ ଆପାର୍ଟମେଣ୍ଟର ୪୨ ଓ ୪୩ ତାଲାରେ ରହିଛି।

ଶାହିଦ୍‌‍ଙ୍କ ଝିଅ ମିଶା ପରେ ଏବେ ତାଙ୍କ ପରିବାରରେ ଖୁବ୍‌ ‍ଶୀଘ୍ର ଆଉ ଜଣେ ନୂଆ ସଦସ୍ୟ ଆସିବାକୁ  ଯାଉଛନ୍ତି। କାରଣ ଶାହିଦ୍‌ଙ୍କ ପତ୍ନି ମୀରା ରାଜପୁତ ଗର୍ଭବତୀ ଅଛନ୍ତି। ନିକଟରେ ଶାହିଦ୍‌ ସଞ୍ଜୟଲୀଲା ବନ୍‌ଶାଲୀଙ୍କ ଫିଲ୍ମ ‘ପଦ୍ମାବତ୍’ରେ ତାଙ୍କ ଅଭିନୟ ପାଇଁ ବେଶ୍‍ ପ୍ରଶଂସା ପାଇଥିଲ।

ଖୁବ୍‌ ‍ଶୀଘ୍ର ତାଙ୍କର ଆଉ ଏକ ଫିଲ୍ମ ‘ବତୀଗୁଲ୍ ‍ମିଟର୍ ଚାଲୁ’ ରିଲିଜ୍‌ ହେବାର ଅଛି। ଏହାର ନିଦ୍ଦେର୍ଶନା ଭାର ଶ୍ରୀ ନାରାୟଣ ସିଂହ ସମ୍ଭାଳି ଥିବା ବେଳେ କୁମାର ଭୂଷଣ ପ୍ରଯୋଜନା କରିଛନ୍ତି। ଫିଲ୍ମରେ ଶାହିଦ୍‌‍ଙ୍କ ବ୍ୟତୀତ ଶ୍ରଦ୍ଧା କପୁର ଓ ୟାମି ଗୌତମ୍‌‍ ମଧ୍ୟ ଲିଡ୍ ‍ରୋଲ୍‌ରେ ନଜର ଆସିବୋ



from OdishaReporter https://ift.tt/2JM2RHz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages