ଶତୃଘ୍ନ ସିହ୍ନାଙ୍କ ଘର ବାହାରେ ଫୁଟିଲା ଗୁଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ଶତୃଘ୍ନ ସିହ୍ନାଙ୍କ ଘର ବାହାରେ ଫୁଟିଲା ଗୁଳି

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ବିଜେପି ସାଂସଦ ଶତୃଘ୍ନ ସିହ୍ନାଙ୍କ ମୁମ୍ବାଇ ସ୍ଥିତ ବାସଭବନ ଆଗରେ ଗୁଳି ଫୁଟିଛି। ଘର ବାହାରେ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍‌ କନଷ୍ଟେବଲ୍‌ ଏଭଳି ଗୁଳି ଚାଳନା କରିଥିବା ଜଣାପଡ଼ିଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।

ଗତକାଲି ସନ୍ଧ୍ୟାରେ ଶ୍ରୀ ସିହ୍ନାଙ୍କ ଜୁହୁ ସ୍ଥିତ ବାସଭବନ ଆଗରେ ଏଭଳି ଘଟଣା ଘଟିଛି। କନଷ୍ଟେବଲ୍‌ ଜଣଙ୍କ ବୁଲବଶତଃ ଗୁଳି ଚଳାଇଥିବା କୁହାଯାଉଛି। ୭୨ ବର୍ଷୀୟ ଶତ୍ରୁଘ୍ନ ବିହାରର ପାଟନା ସାହିବ ଆସନର ସାଂସଦ। ସେ  କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।



from OdishaReporter https://ift.tt/2LR25OZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages