ଅନୁରାଗ ଠାକୁର୍‌ ଲୋକସଭାରେ ବିଜେପିର ଚିଫ୍‌ ହ୍ୱିପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

ଅନୁରାଗ ଠାକୁର୍‌ ଲୋକସଭାରେ ବିଜେପିର ଚିଫ୍‌ ହ୍ୱିପ୍‌

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଆଜି ବିଜେପି ଲୋକସଭା ଚିଫ୍‌ ‍ହ୍ୱିପ୍‌ ଭାବେ ଦଳୀୟ ସାଂସଦ ଅନୁରାଗ ଠାକୁର୍‌ଙ୍କୁ ନିଯୁକ୍ତ କରିଛି ପୂର୍ବରୁ ଲୋକସଭାରେ ବିଜେପି ଚିଫ୍ ‍ହ୍ୱିପ୍‌ ଭାବେ ରାକେଶ ସିଂହ କାର୍ଯ୍ୟ କରୁଥିଲେ ତେବେ ତାଙ୍କୁ ଦଳ ନିକଟରେ ମଧ୍ୟପ୍ରଦେଶ ବିଜେପି ସଭାପତି ଭାବେ ନିଯୁକ୍ତ କରିଥିବାରୁ ସେ ଆସନ୍ତା ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ତେଣୁ ନୂଆ ଚିଫ୍‌ ‍ହ୍ୱିପ୍‌ ଭାବେ ବିଜେପି ଆଜି ଅନୁରାଗଙ୍କୁ ଦାୟିତ୍ୱ ଦେଇଛି ହିମାଚଳ ପ୍ରଦେଶର ହମିରପରର ସାଂସଦ ଅନୁରାଗ ପୂର୍ବରୁ ବିଜେପି ଯୁବ ବାହିନୀର ସଭାପତି ଭାବେ ଦାୟିତ୍ୱ ତୁଲାଇଛନ୍ତି



from OdishaReporter https://ift.tt/2uu5ZTW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages