ଜଗା ଓ କାଳିଆଙ୍କ ଡିସ୍‌ଚାର୍ଜ ନେଇ କୌଣସି ନିଷ୍ପତ୍ତି ହୋଇନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

ଜଗା ଓ କାଳିଆଙ୍କ ଡିସ୍‌ଚାର୍ଜ ନେଇ କୌଣସି ନିଷ୍ପତ୍ତି ହୋଇନି

jaga-kalia

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଏମ୍ସରୁ ଜଗା ଓ କାଳିଆ ଡିସ୍‌ଚାର୍ଜ ହେବା ନେଇ ନିଷ୍ପତ୍ତି ହୋଇନି। ପ୍ରଥମେ ଓଡ଼ିଶାରୁ ଏକ ଡାକ୍ତରୀ ଦଳ ଆସି ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ। ଏହାପରେ ଡିସ୍‌ଚାର୍ଜ ନେଇ ନିଷ୍ପତ୍ତି ହେବ ବୋଲି ସୂଚନା ଦେଇଛନ୍ତି ସେମାନଙ୍କ ମାଆ।

କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ କାଳିଆ ଗତବର୍ଷ ଜୁଲାଇ ୧୫ ତାରିଖରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ପରେ ସଫଳ ଅସ୍ତ୍ରୋପଚାର ଦ୍ୱାରା ଶିଶୁଙ୍କ ମୁଣ୍ଡ ଅଲଗା କରାଯାଇଥିଲା। ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଡିସ୍‌ଚାର୍ଜ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨ରୁ ୩ ଦିନ ମଧ୍ୟରେ ଉଭୟଙ୍କୁ ଦିଲ୍ଲୀର ଓଡ଼ିଶା ଭବନକୁ ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଥିବା ନେଇ ଦୁଇଦିନ ପୂର୍ବରୁ ସେମାନଙ୍କ ବାପା ଭୁଇଁଆ କହଁର କହିଥିଲେ।



from OdishaReporter https://ift.tt/2NZKaDY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages