ଦାଦନ ଖଟିବାକୁ ଯାଇଥିଲେ, ସାଙ୍ଗରେ ଧରି ଫେରିଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 14, 2018

ଦାଦନ ଖଟିବାକୁ ଯାଇଥିଲେ, ସାଙ୍ଗରେ ଧରି ଫେରିଲେ…

Dengu -1

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ସହରକୁ ପୁଣି ଫେରିଛି ଡେଙ୍ଗୁ ରୋଗ। ଏବେ ସହରରେ ଡେଙ୍ଗୁଆତଙ୍କରେ ଲୋକମାନେଆତଙ୍କିତ ଅବସ୍ଥାରେ ଅଛନ୍ତି। ବଲାଙ୍ଗିର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଡେଙ୍ଗୁ ଆକ୍ରାନ୍ତ ଯୁବକ ଜଣକ ହେଉଛନ୍ତି ପୁଇଁନ୍ତଲା ବ୍ଳକ୍ ବୁଢ଼ିସିନ୍ଧୋଲ ଗାଁର ୨୦ ବର୍ଷୀୟ ଭୋଜରାଜ ନାଏକ।

କିଛିମାସ ତଳେ ଭୋଜରାଜ ଦାଦନ ଖଟିବା ପାଇଁ ମୁମ୍ବାଇ ଯାଇଥିଲେ। ସେଠାରେ ତାଙ୍କୁ ଜ୍ୱର ହେବାରୁ ଗାଁକୁ ଚାଲିଆସିଥିଲେ। ଗତ ୧୧ ତାରିଖରେ ବଲାଙ୍ଗିର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେସେ ରକ୍ତ ପରୀକ୍ଷା କରାଇଥିଲେ।  ରିପୋର୍ଟ ଆସିବା ପରେ ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତାଙ୍କୁ ସଙ୍ଗେସଙ୍ଗେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ୱାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

 



from OdishaReporter https://ift.tt/2LdacVx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages