
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଜଣେ ୧୦ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଆସିଛି। ଘଟଣାଟି ଘଟିଛି ଖାରବେଳ ଥାନା ଅଞ୍ଚଳରେ। ବାଳିକାଟି ଖେଳୁଥିବା ବେଳେ ୬୦ ବର୍ଷର ଜଣେ ବୃଦ୍ଧ ତାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିବା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
from OdishaReporter https://ift.tt/2LtZAP8
No comments:
Post a Comment