ସକାଳେ ଉଠିବା ପରେ ଏହି ୫ଟି ଭୁଲ୍ କରନ୍ତୁ ନାହିଁ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 13, 2018

ସକାଳେ ଉଠିବା ପରେ ଏହି ୫ଟି ଭୁଲ୍ କରନ୍ତୁ ନାହିଁ ?

00

ଆଜିର  ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଫିଟ୍‌ ରଖିବାକୁ ଚାହାଁନ୍ତି। ସେଥିପାଇଁ କିଏ ଜିମ୍‌ ଯାଇ ବ୍ୟାୟାମ କରୁଛନ୍ତି ତ ଆଉ କିଏ ବିଭିନ୍ନ ଯୋଗ କରୁଛନ୍ତି। ହେଲେ ଦୈନନ୍ଦିନ ଜୀବନରେ ଅଜାଣତରେ ଆମେ ଏପରି କିଛି ଭୁଲ୍‌ କରି ପକାଉ ଯାହା ଶରୀର ଉପରେ କୁପ୍ରଭାବ ପକାଇଥାଏ। ଆଜି ଆମେ ସେଗୁଡ଼ିକ ସଂପର୍କରେ ଜଣାଇବୁ।

ଗରମ ପାଣି

କିଛି ଲୋକ ଅଛନ୍ତି ସକାଳେ ବିଛଣା ଛାଡ଼ିବା ମାତ୍ରେ ଗରମ ପାଣିରେ ସ୍ନାନ କରନ୍ତି। ଏପରି କରିବା ଦ୍ୱାରା ସମୟ ପୂର୍ବରୁ ତ୍ୱଚା ଲୋଚାକୋଚା ହୋଇଯାଏ।

idle

ସକାଳ ଜଳଖିଆ ନ ଖାଇବା

ଅନେକ ଲୋକ ସକାଳ ଜଳଖିଆ ଖାଆନ୍ତି ନାହିଁ। ସେମାନେ ଏକାଥରକେ ମଧ୍ୟାହ୍ନ ଭୋଜନ କରନ୍ତି। ଏମିତି ଅଭ୍ୟାସ ଜାରି ରହିଲେ ଅଳ୍ପ ବୟସରେ ଆପଣ ବୁଢ଼ା ଦେଖାଯିବେ। ପୁଣି ଅଧିକ ସମୟ ଯାଏ ପେଟକୁ ଖାଲି ରଖିବା ଦ୍ୱାରା ଶରୀରକୁ ଶକ୍ତି ଆସିନଥାଏ। ଯାହାଦ୍ୱାରା ହାଲିଆ ଲାଗିଥାଏ। ଏହି ଅଭ୍ୟାସ ଦ୍ୱାରା ଆପଣ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇପାରନ୍ତି।

111

ବିଳମ୍ୱରେ ଶୋଇବା

ରାତିରେ ବିଳମ୍ୱରେ ଶୋଇବା ଦ୍ୱାରା ସକାଳେ ଶୀଘ୍ର ନିଦ ଭାଙ୍ଗେ ନାହିଁ। ଫଳରେ ଦିନର ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବାରେ ମଧ୍ୟ ବିଳମ୍ୱ ହୁଏ। ଫଳରେ ଆପଣ ମାନସିକ ଚାପରେ ରହିଥାନ୍ତି। ଏହାଦ୍ୱାରା ଶରୀରର ସନ୍ତୁଳନ ମଧ୍ୟ ନଷ୍ଟ ହୋଇଯାଏ। ଫଳରେ ଖାଦ୍ୟ ଠିକ୍‌ରେ ହଜମ ହୁଏ ନାହିଁ। ପେଟ ଜନିତ ସମସ୍ୟା ମଧ୍ୟ ଦେଖାଦେଇଥାଏ।

ଧୂମପାନ

ସିଗାରେଟ୍‌ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ। କିନ୍ତୁ କିଛି ଲୋକ ସକାଳେ ଉଠିବା ମାତ୍ରେ ସିଗାରେଟ୍‌ ଟାଣି ଥାଆନ୍ତି। ଏହି ଖରାପ ଅଭ୍ୟାସ କାରଣରୁ କମ୍ ବୟସର ଲୋକେ ମଧ୍ୟ ବୟସ୍କଙ୍କ ଭଳି ଦେଖାଯାଆନ୍ତି।



from OdishaReporter https://ift.tt/2KSeulT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages