ଜାଣନ୍ତୁ ଶରୀରର କେଉଁ ସ୍ଥାନରେ କଳାଜାଇ ଥିଲେ କ’ଣ ହୁଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

ଜାଣନ୍ତୁ ଶରୀରର କେଉଁ ସ୍ଥାନରେ କଳାଜାଇ ଥିଲେ କ’ଣ ହୁଏ

ପ୍ରତ୍ୟେକ ବ୍ୟକ୍ତିଙ୍କର ଶରୀରେ କେଉଁଠି ନା କେଉଁଠି କଳାଜାଇ ଥାଏ। ହସ୍ତରେଖା ବିଜ୍ଞାନରେ କିଛି କଳାଜାଇ ଚିହ୍ନକୁ ଅଶୁଭ ବୋଲି  ବିବେଚନା କରାଯାଏ। କିନ୍ତୁ କିଛି ଏପରି ସ୍ଥାନ ରହିଛି ଯେଉଁଠି କଳାଜାଇ ଥିଲେ  ମଣିଷ ଧନି ହେବା ସହ ମାନ-ସମ୍ମାନ ମଧ୍ୟ ପ୍ରାପ୍ତ ହୁଏ। ତେବେ ଆସନ୍ତୁ ଜାଣିବା ଶରୀରର କେଉଁ ସ୍ଥାନରେ କଳାଜାଇ ଥିଲେ କ’ଣ ସଙ୍କେତ ଦିଏ।

୧: ସମୁଦ୍ରଶାସ୍ତ୍ର ଅନୁଯାୟୀ ଆପଣଙ୍କ ନାଭି ପାଖରେ କଳାଯାଇ ଥିଲେ ଏହା ଅନେକ ଶୁଭଫଳ ଦେଇଥାଏ। ଏହା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆଣିଦେଇଥାଏ।

୨: ଗୋଡ଼ର ବୁଢ଼ା ଆଙ୍ଗୁଳିରେ କଳାଯାଇ ଥିଲେ ଆପଣଙ୍କୁ ସମାଜରେ ମାନ-ସମ୍ମାମ ଓ ପ୍ରତିଷ୍ଠା ମିଳିବ।

୩: କାନ ଉପରେ କଳାଯାଇ ଥିବା ବ୍ୟକ୍ତି ଜ୍ଞାନୀ ଓ ବୁଦ୍ଧିମାନ ହୋଇଥାନ୍ତି। ଏମାନେ ନିଜର ବୁଦ୍ଧି ବଳରେ ଖୁବ୍‌ ଧନ ଅର୍ଜନ କରନ୍ତି।

୪: ଯେଉଁମାନଙ୍କ ପିଠିରେ କଳାଯାଇ ଥାଏ ସେମାନେ ଭୌତିକବାଦି ଓ ମହତ୍ୱାକାଂକ୍ଷୀ ହୋଇଥାନ୍ତି। ଏମିତି ବ୍ୟକ୍ତିମାନେ ଟଙ୍କା ସଞ୍ଚୟ କରିବା ବଦଳରେ ଅର୍ଜିତ ଅର୍ଥକୁ ମନଖୋଲି ଖର୍ଚ୍ଚ କରିବାରେ ବିଶ୍ୱାସ ରଖନ୍ତି। ଏମାନଙ୍କ ଜୀବନ  ବିଳାସପୂର୍ଣ୍ଣ ହୋଇଥାଏ।

୫:  ଯେଉଁବ୍ୟକ୍ତିଙ୍କ କାନ ପଟିରେ ଏହି ଚିହ୍ନ ସେମାନଙ୍କର ଖୁବ୍‌ ଶୀଘ୍ର ବିବାହ ହୋଇଥାଏ। ଏମାନଙ୍କୁ ସୁନ୍ଦରି ସ୍ତ୍ରୀ ମିଳିଥାଏ। ଧନ ପ୍ରାପ୍ତି ମଧ୍ୟ ହୋଇଥାଏ। ଏମାନେ ଖୁବ୍‌ ଭାଗ୍ୟଶାଳୀ ହୋଇଥାନ୍ତି।



from OdishaReporter https://ift.tt/2Lcywa6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages