ଅଗଷ୍ଟ ୯ରେ Galaxy Note 9 ସହ S4 Tabବି ହେବ ଲଞ୍ଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ଅଗଷ୍ଟ ୯ରେ Galaxy Note 9 ସହ S4 Tabବି ହେବ ଲଞ୍ଚ

ଅଗଷ୍ଟ ୯ତାରିଖରେ ସାମ୍‌ସଙ୍ଗ୍ Galaxy Note 9 ଲଞ୍ଚ୍ ହେବାକୁ ଯାଉଛି। ଏଥିସହ Galaxy Tab S4 ଏବଂ Watch ସାମିଲ୍‌ ଅଛି। ରିପୋର୍ଟ ଅନୁଯାୟୀ ସାମ୍‌ସଙ୍ଗ୍‌ Galaxy Tab 2A XLର ଡିସ୍‌ପ୍ଲେ ୧୦.୫। ୭.୩୦୦ mAh ବ୍ୟାଟେରି, ଇଣ୍ଟର୍‌ନାଲ୍‌ ୩୨GB ମୋମୋରି ସାଙ୍ଗକୁ ୩GB ରାମ୍‌ ରହିଛି। ଏହି ଟାବ୍‌ଲେଟ୍‌ରେ ୫ମେକାପିକ୍ସଲ୍‌ ରିୟର୍‌ ଏବଂ ଫ୍ରଣ୍ଟ୍‌ କ୍ୟାମେରା  ରହିଛି।

Galaxy note9

ସୂଚନା ଅନୁଯାୟୀ Galaxy Note 9 ମଧ୍ୟ ଏହି ଦିନ ଲଞ୍ଚ ହେବାକୁ ଯାଉଛି। ଏଥିରେ 4,000mAhର ବ୍ୟାଟେରି ରହିଛି। ଏହି ଫୋନ୍‌ର ଓଜନ୍‌ କମ୍‌ ରହିଛି। ଏଥିରେ ୮GB ରାମ୍‌ ଏବଂ ୨୫୬GB ଇଣ୍ଟରନାଲ୍‌ ମେମୋରୀ ରହିଛି।



from OdishaReporter https://ift.tt/2NRzFS2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages