
କଟକ(ଓଡ଼ିଶା ରିପୋର୍ଟର): ୨୦୨୦-୨୧ରୁ ବଦଳିବ ମାଟ୍ରିକ୍ ପରୀକ୍ଷା ଢାଞ୍ଚା। ଏନେଇ ଆଜି ମାଧ୍ୟମିକ ଶିକ୍ଷା ବୋର୍ଡ ଅଧ୍ୟକ୍ଷା ଜାହାନ ଆରା ବେଗମ୍ ସୂଚନା ଦେଇଛନ୍ତି।
ସେ କହିଛନ୍ତି,“ ଓଏମ୍ଆର୍ ସିଟ୍ ଓ ମଲ୍ଟିପୁଲ୍ ସଂକ୍ଷିପ୍ତ ପ୍ରଶ୍ନୋତ୍ତର ଢାଞ୍ଚା ଉଠିଯିବ। ଏଣିକି ୫୦ ମାର୍କର ଅବ୍ଜେକ୍ଟିଭ୍ ଓ ୫୦ ମାର୍କ ସବ୍ଜେକ୍ଟିଭ୍ ରହିବ। ତେଣୁ ଅବ୍ଜେକ୍ଟିଭ୍ରେ ୧୫ ଓ ସବ୍ଜେକଟିଭ୍ରେ ୧୫ ନମ୍ୱର ରଖିବାକୁ ପଡ଼ିବ।”
ସେହିପରି ୨୦୧୯ ବର୍ଷରେ ମଧ୍ୟ ମାଟ୍ରିକ୍ ପରୀକ୍ଷାର ଢାଞ୍ଚା ସାମାନ୍ୟ ବଦଳିବ। ୩ ସେଟ୍ ବଦଳରେ ୪ଟି ସେଟ୍ ପ୍ରଶ୍ନ ପଡ଼ିବ।
ଚଳିତ ବର୍ଷ ନବମ ଶ୍ରେଣୀରେ ୨୦୨୦-୨୧ ଢାଞ୍ଚାରେ ପରୀକ୍ଷା ହେବ।
from Odisha Reporter https://ift.tt/2NwAMqx
No comments:
Post a Comment